ତୁମ ନିଜ ବିଷୟରେ ୭ଟି ମଜାଦାର ତଥ୍ୟ ଯାହା ତୁମେ ଆଜି ପର୍ଯ୍ୟନ୍ତ ଜାଣି ପାରିନ I

TYA

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି କାହାକୁ ଲାଗେ କି ତା ସହିତ ଆଜି କିଛି ଭୁଲ ହେବାକୁ ଯାଉଛି ତେବେ ଏହା ହେବାର ଚାନ୍ସ ବି ବହୁତ ବଢିଯାଏ । ଉତ୍ତର ଦିଗକୁ ଗୋଡ କରି ଶୋଉଥିବା ଲୋକ ମାନଙ୍କ ସ୍ୱପ୍ନ ରେ ଆତ୍ମହତ୍ୟା କରିବା ପରି ଭୟଙ୍କର ସ୍ୱପ୍ନ ଆସେ ସାଇକୋଲୋଜି କହୁଛି କାହାକୁ ବାହାର କୁ ବୁଲିବା ପାଇଁ ନେବା । ଚାହୁଁଥିଲେ ଆପଣ ତାର କାନ୍ଧ ଉପରେ ହାତ ରଖି କୋମଳ ସ୍ୱର ରେ ଡାକନ୍ତି ତ ଏହା ଦ୍ୱାରା ଆପଣଙ୍କ କଥା ରେ ସେ ହଁ କରିବାର ଚାନ୍ସ ଅଧିକ ଥାଏ ।

ତେବେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ସେମିତି କିଛି ଫେକ୍ଟ ବିଷୟ ରେ କହିବା ଜାହାକୁ ଜାଣିବା ଦରକାର । ପ୍ରଥମେ ବହୁତ ଲୋକ ଏମିତି ରହିଛନ୍ତି ଯେଉଁ ମାନେ ଏକା ଶୋଇବା ପାଇଁ ପସନ୍ଦ କରନ୍ତି । ଏହି ଲୋକ ମାନଙ୍କ ମାଇଣ୍ଡ ବହୁତ ରଚନାତ୍ମକ ଅଟେ । ବହୁତ ସମୟ ରେ ଆପଣ ମାନେ ଦେଖନ୍ତି ଆପଣ ରାତିରେ ଶୋଇଛନ୍ତି ହେଲେ ଆପଣ ମାନଙ୍କ ଆଖି ପତ୍ତା ଦେଉଁଛି ।

ତେବେ ଏହି ସମୟ ରେ ଆପଣଙ୍କ ବ୍ରେନ ପାଷ୍ଟ ର କଥା କୁ ମନେ ପକାଉଛି । ତେବେ ଜିବନ ରେ ବହୁତ ଲୋକ ଙ୍କ ସହିତ ଦେଖା ହୁଏ ବହୁତ ଲୋକ ସାଧାରଣ ରେ ହସି ଦିଅନ୍ତି ତ ଆଉ କିଛି ଲୋକ ମାନେ ଫେକ୍ ସ୍ମାଇଲ କରନ୍ତି ଆପଣ ଜାଣିବାକୁ ଚାହୁଁଥିଲେ କେଉଁ ଲୋକ ଫେକ୍ ସ୍ମାଇଲ କରୁଛି ବୋଲି ତେବେ ଆପଣ ମାନେ ଏହାକୁ ଜାଣିବା ପାଇଁ ଏହାକୁ ନଜର ଦିଅନ୍ତୁ ସେହି ବ୍ୟକ୍ତି ର ଆଖି ପତ୍ତା ତଳ ଚମଡା ତଳକୁ କୁଞ୍ଚ ହେଉଛଇ କି ନାହିଁ ।

ଯଦି ହେଉନାହିଁ ତାହେଲେ ଏହା ଫେକ୍ ସ୍ମାଇଲ ଅଟେ । ବହୁତ ସମୟ ରେ ଆପଣ ମାନେ ଦେଖି ଥିବେ ବହୁତ ଲୋକ ଟିକେ ଟିକେ କଥା ରେ କାନ୍ଧି ପକାନ୍ତି । ଏହା ଉପରେ ସାଇକୋଲୋଜି କହୁଛି ଏହି ଲୋକ ମାନଙ୍କୁ ହଇରାଣ କରିବା ପାଇଁ ଅନ୍ୟ ଲୋକ ବେଶୀ ଭଲ ପାଆନ୍ତି । ଏହି କଥା ସବୁ ବେଳେ ମନେ ରଖିଥିବେ ସିଙ୍ଗେଲ ପୁଅ ମାନେ ସବୁ ବେଳେ ନିଜ ଉପରେ ବେଶୀ ବିଶ୍ୱାସ ରଖନ୍ତି ।

ଏମାନେ ଜିବନରେ ସବୁ ବେଳେ ନିଜର ଗୋଲ୍ସ ଅନୁସାରେ କାମ କରିଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *