ଜୀବନରେ ସଫଳତା ହାସଲ କରିବା ପାଇଁ ରାବଣଙ୍କ ଏହି 5ଟି ଉପଦେଶ ଭୁଲନ୍ତୁ ନାହିଁ !

Spread the love

ଅତୀତରେ ରାବଣଙ୍କୁ କେହି ବି ପସନ୍ଦ କରୁ ନଥିଲେ ! କାରଣ ସେ ଗୋଟିଏ ବହୁତ ଖରାପ ଚାରିତ୍ରର ବ୍ୟକ୍ତି ଥିଲେ ! ରାବଣ ନିଜ ଜୀବନକାଳ ମଧ୍ୟରେ ବହୁତ ଖରାପ କାମ କରିଛନ୍ତି ସେଇଥିପାଇଁ ରାବଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ! କିନ୍ତୁ କଥାରେ କୁହାଯାଏ ଯେ, ଖରାପ ବ୍ୟକ୍ତି ବି କେବେ କେବେ ଏମିତି କାମ କରି ଥାଏ ଯାହା ଦ୍ୱାରା ଅନ୍ୟ ମାନଙ୍କୁ ବହୁତ ଉପକୃତ ହୋଇଥାନ୍ତି ! ଆଜି ସେମିତି କିଛି ରାବଣଙ୍କ ଦ୍ୱାରା କୁହାଯାଇଥିବା ଉପଦେଶ ଏହି ଦ୍ରଷ୍ଟବ୍ୟ ମାଧ୍ୟମର କହିବୁ ! ଯାହାକି ଆପଣଙ୍କ ଜୀବନକୁ ନିୟନ୍ତ୍ରଣ କରି ପାରିବ ! ଆସନ୍ତୁ ଜାଣିବା ସେମିତି କିଛି ଉପଦେଶ !

1. ପ୍ରଥମ ଉପଦେଶ : ରାବଣ କହିବା ଅନୁଶସାରେ ମନୁଷ୍ୟ କିମ୍ବା କୌଣସି ଶତ୍ରୁକୁ କେବେ ବି ନିଜ ଠାରୁ ଦୁର୍ବଳତା ଭାବିବା ଉଚିତ ନୁହେଁ ! କାରଣ ଯାହାକୁ ଆମେ ଦୁର୍ବଳ ଭାବି ସହନଶୀଳତା ଦେଖାଉଛୁ ବାସ୍ତବରେ ସେ ଆମ ଠାରୁ ବହୁତ ଶକ୍ତିଶାଳୀ ଓ ବୁଦ୍ଧିମାନ ହୋଇଥାଏ !

2. ମନୁଷ୍ୟକୁ ସବୁ ବେଳେ ଉପଦ୍ଧେଷ୍ଠାଙ୍କ ସମସ୍ତ କଥା ମାନିବା ଉଚିତ ! କାରଣ ସୃଷ୍ଟିର ଆରମ୍ଭ ଠାରୁ ମନୁଷ୍ୟ ସର୍ବଦା ଅନ୍ୟର ଅମଙ୍ଗଳ ଚିନ୍ତା କରିଥାଏ ଏବଂ ଅନିଷ୍ଟ ଚିନ୍ତା ହିଁ କରିଥାନ୍ତି ! ତେଣୁ ଉପଦ୍ଧେଷ୍ଠା କଥା ମାନି ଚାଲିବ ଦରକାର ! ଉପଦ୍ଧେଷ୍ଠା ଜଣକ ଯେ କେହି ହୁଅନ୍ତୁ ନ କାହିଁକି, ସେମାନଙ୍କ କଥା ମାନି ଚାଲିବ ନିହାତି ଜରୁରୀ !

3. ନିଜ ଜୀବନରେ କେବେ ବି କେଉଁ ନାରୀଙ୍କୁ ଅସଦାଚରଣ, ଖରାପ ବ୍ୟବହାର କରନ୍ତୁ ନାହିଁ କିମ୍ଵା ଖରାପ ନଜରରେ ଦେଖିବା ଦେଖନ୍ତୁ ନାହିଁ ! କାରଣ ଯେଉଁମାନେ ପର ନାରୀମାଙ୍କୁ ଖରାପ ନଜରରେ ଦେଖନ୍ତି, ସେହି ବ୍ୟକ୍ତିମାନେ ଜୀବନରେ ସର୍ବଦା ଦୁଃଖ କଷ୍ଟ ଭୋଗ କରନ୍ତି !

4. କେବେ ବି ନିଜର ସାମର୍ଥ୍ୟ ଅଥବା ନିଜ ବହୁ ବଳକୁ ଅପବ୍ୟବହାର କରିବା ଉଚିତ ନୁହେଁ ! ଆମର ଦାନ୍ତ ଯେମିତି ଗୁଆକୁ ଖଣ୍ଡ ବିଖଣ୍ଡ କରିଦିଏ ଠିକ ସେହିପରି ଗର୍ବ ମଧ୍ୟ ମନୁଷ୍ୟକୁ ଭାଙ୍ଗିଚୁରମାର ଦେଇଥାଏ !

5. ଆମେ କେବେ ବି ଶତ୍ରୁ କିମ୍ବା ମିତ୍ର ସବୁବେଳେ ଅଣଦେଖା କରିବା ଉଚିତ ନୁହେଁ ! ଉଭୟ ଶତ୍ରୁ ଏବଂ ମିତ୍ରକୁ ପରଖିବା ଦରକାର ! ଯେଉଁମାନଙ୍କୁ ଆମେ ନିଜର ବୋଲି ଭାବି ଥାଉ, ବାସ୍ତବେ ସେମାନେ ହିଁ ଆମର ଶତ୍ରୁ ହୋଇଥାନ୍ତି ! ଆଉ ଯେଉଁମାନଙ୍କୁ ଆମେ ଆମର ଶତ୍ରୁ ବୋଲି ଭାବୁଛୁ ସେମାନେ ଆମର ମିତ୍ର ସାଜି ଆମର ଦୁଃଖଦ ସମୟରେ ଆଟି ଆପଣାର ଅର୍ଥାତ ନିଜର ବୋଲି ସାବ୍ୟସ୍ତ କରିଦିଅନ୍ତି ! ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭଲ ଭାବରେ ପରଖିବା ଦରକାର !
ଯଦି ଆପଣ ଏହି 5 ଟି କଥା କୁ ମାନି ଚଳନ୍ତି ତାହାଲେ ଆପଣ ନିଜ ଜୀଵନରେ ବହୁତ ପରିବର୍ତ୍ତନ ଆସିବ !

ମୁଁ ଆଶା କରେ କି ଆପଣ ମାନେ ଏହି କଥା କୁ ବୁଝିପାରିବେ !

ଏହିପରି ପୌରାଣିକ ଓ ନୀତିଶିକ୍ଷା ଉପରେ ଆଧାରିତ ଆନୁଛେଦ ପାଇବା ପାଇଁ Follow Bottom କୁ Click କରନ୍ତୁ ! !! ଧନ୍ୟବାଦ !!