ଖୁସିର ଖବର :-ଏହି ଯୋଜନାରେ ଜଡିତ ହେଲେ 4 ଲକ୍ଷ ଟଙ୍କାର ଋଣ ହେବ କ୍ଷମା,ଭାରତର ସମସ୍ତ ନାଗରିକଙ୍କ ପାଇଁ ଏହି ନିଷ୍ପତିର ଘୋଷଣା

ଆପଣ ବ୍ୟବସାୟ କରି ଦୁନିଆରେ ନାମ କରିବାକୁ ଚାହୁଁଛନ୍ତି ତେଵେ ଆପଣଙ୍କ ପାଇଁ ଆସିଯାଇଛି ନୂତନ ଯୋଜନା ଆସନ୍ତୁ ଜାଣିବା ଏହି ଯୋଜନା । ଏହି ଯୋଜନା ରେ ସାମିଲ ହେବା ଦ୍ୱାରା 4 ଲକ୍ଷ ଟଙ୍କାର ଋଣ ହେବ କ୍ଷମା । ଏହା ସମସ୍ତ ଭାରତୀୟ ନାଗରିକ ପାଇଁ ଉପଲବ୍ଧ । ଏହି ଯୋଜନା ଦ୍ୱାରା ଆପଣ ଜୀବନରେ ବହୁତ କିଛି ହାସଲ କରିପାରିବେ । ତେଣୁକରି ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।
ଏହି ଯୋଜନାର ନାମ ହେଉଛି ନଡ଼ିଆ ଉଦ୍ୟୋଗ ଯୋଜନା (COIR) ଏହି ଯୋଜନା ଦ୍ୱାରା ଆପଣ ବ୍ୟବସାୟରେ କେବଳ 5 ପ୍ରତିଶତ, ବାକି 55 ପ୍ରତିଶତ ଆପଣଙ୍କୁ ବ୍ୟାଙ୍କ ଋଣ ରୂପରେ ଦେବ, ଆଉ 40 ପ୍ରତିଶତ ଆପଣଙ୍କୁ ସବସିଡ ରୂପେ ଦେବେ । ଆପଣଙ୍କୁ ସବସିଡ ଫୋର୍ମରେ 4 ଲକ୍ଷ ଟଙ୍କା ମିଳିବ । ଆପଣଙ୍କୁ ସେହି ଟଙ୍କା ପୁଣିଥରେ ଫେରାଇବା କୌଣସି ଜରୁରୀ ନୁହେଁ ।
■ ଏହି ଯୋଜନାରେ କିଏ ସାମିଲ ହୋଇପାରିବ ଓ କଣ କରିବାକୁ ପଡିବ
ଏହି ଯୋଜନାରେ ସ୍ୱଦେଶୀ କମ୍ପାନୀ, ସ୍ଵୟଂ ସହାୟତା ସମୂହ, ଏନଜିଓ, ସମାଜ ସାମିଲ ହୋଇପାରନ୍ତି ଓ ଖୋଦଣ ଅର୍ଥ ହେଉଛି ନଡ଼ିଆ ଜେଟ ର ଉପଯୋଗ ଗୃହର ତଳ ଭାଗରେ ଜାଲ, କବାଟର ଜାଲ, ତୁଳି, ଗଦି ଗୃହର ତଳ ଭାଗ ଟାଇଲସ, ଫେଣ ଉଠିବା ଜଟା ପାଇଁ ଏହି ଶବ୍ଦର ବ୍ୟବହାର କରାଯାଇଥାଏ । ଆପଣମାନେ ଜାଣିଥିବେ ଯେ ସହରର ଜୀବନସୋଇଳିରେ ଗଦିର ବ୍ୟବହାର ଦିନକୁ ଦିନ ବଢି ଚାଲୁଛି । ଏଥିପାଇଁ ଏହି ବ୍ୟବସାୟକୁ ଅଧିକ ଅନୁରୋଧ କରାଯାଉଛି ।