ଖୁସିର ଖବର :-ଏହି ଯୋଜନାରେ ଜଡିତ ହେଲେ 4 ଲକ୍ଷ ଟଙ୍କାର ଋଣ ହେବ କ୍ଷମା,ଭାରତର ସମସ୍ତ ନାଗରିକଙ୍କ ପାଇଁ ଏହି ନିଷ୍ପତିର ଘୋଷଣା

Spread the love

ଆପଣ ବ୍ୟବସାୟ କରି ଦୁନିଆରେ ନାମ କରିବାକୁ ଚାହୁଁଛନ୍ତି ତେଵେ ଆପଣଙ୍କ ପାଇଁ ଆସିଯାଇଛି ନୂତନ ଯୋଜନା ଆସନ୍ତୁ ଜାଣିବା ଏହି ଯୋଜନା । ଏହି ଯୋଜନା ରେ ସାମିଲ ହେବା ଦ୍ୱାରା 4 ଲକ୍ଷ ଟଙ୍କାର ଋଣ ହେବ କ୍ଷମା । ଏହା ସମସ୍ତ ଭାରତୀୟ ନାଗରିକ ପାଇଁ ଉପଲବ୍ଧ । ଏହି ଯୋଜନା ଦ୍ୱାରା ଆପଣ ଜୀବନରେ ବହୁତ କିଛି ହାସଲ କରିପାରିବେ । ତେଣୁକରି ଏହାକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ଏହି ଯୋଜନାର ନାମ ହେଉଛି ନଡ଼ିଆ ଉଦ୍ୟୋଗ ଯୋଜନା (COIR) ଏହି ଯୋଜନା ଦ୍ୱାରା ଆପଣ ବ୍ୟବସାୟରେ କେବଳ 5 ପ୍ରତିଶତ, ବାକି 55 ପ୍ରତିଶତ ଆପଣଙ୍କୁ ବ୍ୟାଙ୍କ ଋଣ ରୂପରେ ଦେବ, ଆଉ 40 ପ୍ରତିଶତ ଆପଣଙ୍କୁ ସବସିଡ ରୂପେ ଦେବେ । ଆପଣଙ୍କୁ ସବସିଡ ଫୋର୍ମରେ 4 ଲକ୍ଷ ଟଙ୍କା ମିଳିବ । ଆପଣଙ୍କୁ ସେହି ଟଙ୍କା ପୁଣିଥରେ ଫେରାଇବା କୌଣସି ଜରୁରୀ ନୁହେଁ ।

■ ଏହି ଯୋଜନାରେ କିଏ ସାମିଲ ହୋଇପାରିବ ଓ କଣ କରିବାକୁ ପଡିବ

ଏହି ଯୋଜନାରେ ସ୍ୱଦେଶୀ କମ୍ପାନୀ, ସ୍ଵୟଂ ସହାୟତା ସମୂହ, ଏନଜିଓ, ସମାଜ ସାମିଲ ହୋଇପାରନ୍ତି ଓ ଖୋଦଣ ଅର୍ଥ ହେଉଛି ନଡ଼ିଆ ଜେଟ ର ଉପଯୋଗ ଗୃହର ତଳ ଭାଗରେ ଜାଲ, କବାଟର ଜାଲ, ତୁଳି, ଗଦି ଗୃହର ତଳ ଭାଗ ଟାଇଲସ, ଫେଣ ଉଠିବା ଜଟା ପାଇଁ ଏହି ଶବ୍ଦର ବ୍ୟବହାର କରାଯାଇଥାଏ । ଆପଣମାନେ ଜାଣିଥିବେ ଯେ ସହରର ଜୀବନସୋଇଳିରେ ଗଦିର ବ୍ୟବହାର ଦିନକୁ ଦିନ ବଢି ଚାଲୁଛି । ଏଥିପାଇଁ ଏହି ବ୍ୟବସାୟକୁ ଅଧିକ ଅନୁରୋଧ କରାଯାଉଛି ।