ଏଣିକି ପେଟ୍ରୋଲ୍ ଓ ଡିଜେଲ୍ ହୋଇଯିବ ଏତେ ଶସ୍ତା । ପେଟ୍ରୋଲ୍ 23 ଟଙ୍କା ଏବଂ ଡିଜେଲ୍ ହେବ 15 ଟଙ୍କା !

Spread the love

ଆସନ୍ତୁ ଜାଣିବା କେମିତି ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ୍

ଆଜିକାର ଦିନରେ ଯାନବାହାନ ସମସ୍ତଙ୍କ ଜୀବନର ଏକ ମୁଖ୍ୟ ଅଙ୍ଗ ହୋଇଗଲାଣି । ଯାନବାହାନ ବିନା ଜୀବନର କଳ୍ପନା କରିବା ସମ୍ଭବ ନାହିଁ । 10-15 ବର୍ଷ ପୂର୍ବେ ଅଳ୍ପ କିଛି ଲୋକଙ୍କ ପାଖରେ ଯାନବାହାନ ଦେଖିବାକୁ ମିଳୁଥିଲା କିନ୍ତୁ ଏବେ ସମସ୍ତଙ୍କ ପାଖରେ ଯାନବାହାନ ଦେଖିବାକୁ ମିଳୁଛି । ଯାନବାହାନର ମୂଖ୍ୟ ଇନ୍ଧନ ହେଉଛି ପେଟ୍ରୋଲ୍ ଓ ଡିଜେଲ୍ । ପେଟ୍ରୋଲ୍ ଓ ଡିଜେଲ୍ ଦର ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି । ଯାହାକି ସର୍ବସାଧାରଣଙ୍କ ପାଇଁ ଚିନ୍ତାର ବିଷୟ ହୋଇଯାଇଛି ।ତଥାପି କିଣିବା ସର୍ବସାଧାରଣ କିଣିବା ପାଇଁ ବାଧ୍ୟତାମୂଳକ ହୋଇଗଲାଣି ।

ସର୍ବପ୍ରଥମେ ଆମେ ଆପଣଙ୍କୁ ଜଣାଇଦେଉଛୁ ଯେ, 1 ଲିଟର ପେଟ୍ରୋଲ୍ ରେ ଲଗଭଗ 25-26 ଟଙ୍କା କେନ୍ଦ୍ର ସରକାର ନେଇଥାନ୍ତି । ତା’ପରେ 1 ଲିଟର ତେଲରେ ଅତିକମରେ 17-18 ଟଙ୍କା ରାଜ୍ୟ ସରକାର ନେଇଥାନ୍ତି । ଏହା ବ୍ୟତୀତ 1 ଲିଟର ତେଲ ବାବଦକୁ ଆମ୍ଭମାନଙ୍କୁ 41-42 ଟଙ୍କା ଟେକ୍ସ ରୂପରେ ଦବାକୁ ପଡିଥାଏ । ଏଥିରେ ସେହି କର (TAX) ବି ସାମିଲ ଥାଏ, ଏହା ସଙ୍ଗେ ସଂଗେ ପେଟ୍ରୋଲ ପମ୍ପ ମାଲିକର ଲାଭ ମଧ୍ୟ ସାମିଲ ରହିଥାଏ । ଯାହାଫଳରେ 30 ଟଙ୍କାର ତେଲ 75-80 ଟଙ୍କାରେ ବିକ୍ରି ହୋଇଥାଏ ।

ଗତ ଦୁଇମାସ ହେଲା ପେଟ୍ରୋଲ୍ ଓ ଡିଜେଲ୍ ମହଙ୍ଗା ହେବାର କାରଣ କେନ୍ଦ୍ରସରକାରକୁ ବହୁତ ଆଲୋଚନା କରିବାକୁ ପଡିଛି । କେନ୍ଦ୍ର ଓ ରାଜ୍ୟସରକାର ଦ୍ଵାରା ଭାରି ଭରକୋମ୍ ଟାକ୍ସର ଆଦାୟ କାରଣରୁ ପେଟ୍ରୋଲ୍ ଓ ଡିଜେଲ୍ ଦାମ ପ୍ରତିଦିନ ଲୋକମାନକ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଯାଉଛି । ଏମିତିରେ ସରକାର ପେଟ୍ରୋଲ୍ ଓ ଡିଜେଲ୍ କୁ GSTର ହିସାବରେ ଆଣିବା ପାଇଁ ଚର୍ଚ୍ଚା କରୁଛନ୍ତି । ଏହାର ମୂଖ୍ୟ କାରଣ ହେଉଛି ଆଗକୁ ଆସୁଥିବା ନିର୍ବାଚନ । ଆପଣଙ୍କୁ ଜଣାଇ ଦେଉଛୁ ଯେ ୨୦୧୯ ଅପ୍ରିଲ ରେ ଏଲେକ୍ସନ ହେବାକୁଯାଉଛି ।

ଏଲେକ୍ସନ ଜିତିବା ପାଇଁ ସରକାର ପେଟ୍ରୋଲ୍ ଓ ଡିଜେଲ୍ କୁ କମ୍ କରି ଜନତାଙ୍କୁ ନିଜ ପକ୍ଷପାତ କରୁଛନ୍ତି ବୋଧେ ।

ଏବେ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ GST ହିସାବରେ ଆଣିବା ପାଇଁ ନିସ୍ପତି ହୋଇ ସାରିଛି । ପେଟ୍ରୋଲ ଉପରେ 25 ପ୍ରତିଶତ GST ହୋଇଛି । ପେଟ୍ରୋଲର ମୁଲ୍ୟ 23 ଟଙ୍କା କମ୍ ଦେଖିବାକୁ ମିଳିପାରେ। ସେମିତି ଡ଼ିସେଲର ମୁଲ୍ୟ 15 ଟଙ୍କା କମ୍ ଦେଖିବାକୁ ମିଳିପାରେ ।