ଉଡ଼ାଜାହାଜ ଗୁଡିକର ରଙ୍ଗ ଧଳା କାହିଁକି ହୋଇଥାଏ ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ !

Spread the love

ଯେତେବେଳେ ଆମେ କୌଣସି ଲମ୍ବା ଯାତ୍ରା କରୁ ତ ଆମ ପାଖରେ ତିନୋଟି ମାଧ୍ୟମ ଥାଏ ! ପ୍ରଥମଟି ବସ୍ ଦ୍ୱାରା, ଦ୍ୱିତୀୟଟି ଟ୍ରେନ ଓ ତୃତୀୟଟି ଉଡ଼ାଜାହାଜ ! ଏହି ତିନଟି ମଧ୍ୟରୁ ଟ୍ରେନ ଓ ଉଡ଼ାଜାହାଜରେ ଯାତ୍ରା କରିବା ସବୁଠାରୁ ଆରମ୍ଭ ଦାୟକ ଓ ମାଜେଦାର ହୋଇଥାଏ ! ଉଡ଼ାଜାହାଜରେ ଯାତ୍ରା କରିବାରେ ସବୁଠାରୁ ଭଲ କଥା ଏହା ଯେ, ଏଥିରେ ଅନେକ ଦୂର ରାସ୍ତାକୁ ଆମେ ବହୁତ କାମ ସମୟରେ ଅତିକ୍ରମ କରିପାରିବା ! ପୂର୍ବକାଳରେ କେବଳ ଧନୀ ଲୋକମାନେ ହିଁ ଏହି ଉଡ଼ାଜାହାଜର ଆନନ୍ଦ ନେଇପାରୁଥିଲେ ! କିନ୍ତୁ ବର୍ତ୍ତମାନ ଉଡ଼ାଜାହାଜର ଟିକେଟ ପୂର୍ବ ଅପେକ୍ଷା ବହୁତ ଶସ୍ତା ହୋଇଯାଇଥିବାରୁ ମଧ୍ୟସ୍ଥ ବ୍ୟକ୍ତିମାନେ ମଧ୍ୟ ଏହା ସୁବିଧା ନେଇପାରୁଛନ୍ତି ! ଯଦି ଆପଣ କେବେ ଉଡ଼ାଜାହାଜରେ ଯାତ୍ରା କରିନାହାନ୍ତି, ତଥାପି ଆପଣ ଉଡ଼ାଜାହାଜ ବିଷୟରେ ସମ୍ୟକ ଧାରଣା ଥିବା ! ଆପଣ ଯେତେ ଉଡ଼ାଜାହାଜ ଦେଖିଥିବେ ସବୁଥିରେ ନୋଟିସ୍ (ଅନୁଧ୍ୟାନ) କରିଥିବେ ଯେ ସବୁ ଉଡ଼ାଜାହାଜର ରଙ୍ଗ ଧଳା ହୋଇଥାଏ ! ଆପଣ କେବେ ଭାବିଛନ୍ତି କି ଏପରି କାହିଁକି ହୋଇଥାଏ ? ଅର୍ଥାତ ଉଡ଼ାଜାହାଜର ରଙ୍ଗ ଧଳା କାହିଁକି ? ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା :

କେଉଁ କାରଣରୁ ଉଡ଼ାଜାହାଜର ରଙ୍ଗ ଧଳା ହୋଇଥାଏ :

ଉଡ଼ାଜାହାଜ ଧଳା ରଙ୍ଗ ହେବାର କାରଣ ବିଜ୍ଞାନ ତତ୍ତ୍ୱ ଅଟେ ! ଧଳା ଧଳା ରଙ୍ଗ ତାପର ଅପରିବାହୀ ହୋଇଥିବାରୁ ଏହା ସୂର୍ଯ୍ୟର ନିକଟରେ ଗତି କରିଲେ ମଧ୍ୟ ଏହା ଉପରେ (ଉଡ଼ାଜାହାଜ) ଅଧିକ ଗରମର ପ୍ରଭାବ ହୋଇନଥାଏ ! ସେଥିପାଇଁ ଉଡ଼ାଜାହାଜର ବାହାରର ରଙ୍ଗ ଧଳା ହୋଇଥାଏ !

ବନ୍ଧୁଗଣ ଯଦି ଉଡ଼ାଜାହାଜର ରଙ୍ଗ ଧଳା ହୋଇନଥାନ୍ତା ତେବେ ସୂର୍ଯ୍ୟଙ୍କ ପ୍ରଖର କିରଣରେ ଉଡ଼ାଜାହାଜ ଉପରେ କୁପ୍ରଭାବ ପଡିଥାନ୍ତା !

ଦ୍ୱତୀୟ କାରଣ ହେଉଛି ଧଳା ରଙ୍ଗକୁ ବହୁତ ଦୂରରୁ ଦେଖାଯାଇଥାଏ ! ଯଦି କୌଣସି ଉଡ଼ାଜାହାଜ ଦୁର୍ଘଟଣା ଗ୍ରସ୍ଥ ହୁଏ, ତେବେ ତାକୁ ସହଜରେ ଖୋଜା ଯାଇପାରେ ! ଉଡ଼ାଜାହାର୍ର ରଙ୍ଗ ଧଳା ହୋଇଥାଏ !

ଅନୁଛେଦଟି ଭଲ ଲାଗିଲେ ଶେୟର କରନ୍ତୁ ! ନମସ୍କାର